ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ଭେଡେନ --- ସତ୍ୟନାରାୟଣ ପୂଜା ଏବଂ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନରେନ୍ଦ୍ର ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଶ୍ରୀ ମହେନ୍ଦ୍ର ରାୟଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ବେହେରା , ସଭାପତି ଡ.ପୁଷ୍ପ
କୁମାର ମେହେର ଓ ସଙ୍କୁଳ ପ୍ରମୁଖ ଅଶ୍ଵିନୀ ଦାଶ ଉପସ୍ଥିତ ରହି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭଜ୍ଜ୍ଵଳ ଉବିଷ୍ୟତ କାମନା କରିଥିଲେ । ଦଶମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚନା ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ନବମ ଶ୍ରେଣୀର ଛାତ୍ରୀଅର୍ପିତା ବିଶ୍ଵାଳ ସଭା ସଂଯୋଜନା କରିଥିଲେ । ଶ୍ରୀ ଲକ୍ଷ୍ମଣ ଚିନ୍ଦ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ ମାନେ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୨/୨୦୨୩-----୯,୨୫ Sakhigopal News,28/2/2023
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୨/୨୦୨୩-----୯,୨୫ Sakhigopal News,28/2/2023