Breaking News

ଭେଡେନ ବ୍ଳକ ର ବିଜେପି ପକ୍ଷରୁ ବୁଥ ଶସକ୍ତି କରଣ ନିମନ୍ତେ ମଣ୍ଡଳ ସ୍ତରିୟ ଏକ ସାଂଗଠନିକ ବୈଠକ


ବରଗଡ଼---- ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଳକ ର ବିଜେପି ମଣ୍ଡଳ ସଭାପତି ଜୟଦେବ ପଧାନ ଙ୍କ ସଭାପତିତ୍ବରେ ବୁଥ ଶସକ୍ତି କରଣ ନିମନ୍ତେ ମଣ୍ଡଳ ସ୍ତରିୟ ଏକ ସାଂଗଠନିକ ବୈଠକ କୁବେଡେଗା ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ବିଜେପି "ରାଜ୍ୟ  କାର୍ଯ୍ୟକାରିଣୀ  ସଦସ୍ଯ"  ସୁରେଶ୍ଵର ଶତପଥୀ ସଂଗଠନ କୁ ମଜଭୁତ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ଜିଲ୍ଳା ସମ୍ପାଦକ ଜଶୋବନ୍ତ ସେଟ, ବରଗଡ ସାଂସଦ ଭେଡେନ ବ୍ଲକ ପ୍ରତିନିଧି  ବିପିନ ଭୂସାଗର  , ସରୋଜ ମିଶ୍ର, ଭରତ ବେହେରା, ସୁରୁବାବୁ କର୍ମୀ, ଶଶୀ ପାଣିଗ୍ରାହୀ, ଲୋକନାଥ ପ୍ରଧାନ, ରବୀନ୍ଦ୍ର ଦେହେରୀ, ସନକ ପାତ୍ର, ରବି ନାୟକ, ସୁନୀଲ ପ୍ରଧାନ, ଖଗେଶ୍ୱର ପ୍ରଧାନ, ମହେନ୍ଦ୍ର ରଣା, ପଦ୍ମମୁଖ କାମଳିଆ, ଅନନ୍ତ ପ୍ରଧାନ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୨/୨୦୨୩-----୧୧,୨୫ Sakhigopal News,13/2/2023

Blog Archive

Popular Posts