Breaking News

ରାଉରକେଲା ସହର ରେ ଵିଶାଳ ନିରଂକାରୀ ସନ୍ଥ ସମାଗମ ଆୟୋଜିତ ହେବ




ଭୁବନେଶ୍ୱର----  ରାଉରକେଲାରେ ଫେବୃଆରୀ 16 ଗୁରୁବାର ଦିନ ଭଞ୍ଜା ଭବନ ପ୍ରଦର୍ଶନୀ ପଡିଆ, ସେକ୍ଟର - 5ରେ ନିରାଙ୍କାରୀ ସତଗୁରୁ ମାତା ସୁଦୀକ୍ଷା ଜୀ ମହାରାଜ ଏବଂ ନିରଂକରୀ ରାଜପିତା ଜୀ, ଙ୍କ ଉପସ୍ଥିତିରେ ବିଶାଳ ନିରଙ୍କାରୀ ସନ୍ଥ ସାମାଗାମ ଆୟୋଜିତ ହେବ ବୋଲି ଜଣାପଡିଛି। ଏହି ଖବର ପ୍ରଚାରିତ ହେବା ପରେ ସମସ୍ତ ଭକ୍ତଙ୍କ ମନ ଆନନ୍ଦରେ ଉଲ୍ଲସି ଉଠିଛି। କାରଣ  56 ତମ ମହାରାଷ୍ଟ୍ର ନିରଂକାରୀ ସନ୍ଥ ସମାଗମରେ  ସତଗୁରୁ ମାତା ସୁଦିକ୍ଷା ଜୀ ମହାରାଜା ଙ୍କ ଦିବ୍ୟ ଦର୍ଶନ ପାଇବେ। ସମସ୍ତ ନିରଂକାରି ଭକ୍ତ ଏବଂ ପ୍ରଶାସନ ର ସହଯୋଗରେ ସନ୍ଥ ସମାଗମ ପାଇଁ  ପ୍ରସ୍ତୁତି ଆରମ୍ଭ ହୋଇଛି।ଯେଉଁଥିରେ ପାନୀୟ ଜଳ, ଡିସପେନସାରି, ଲଙ୍ଗର, ପାର୍କିଂ, ପରିବହନ ସୁବିଧା ଏବଂ  ଷ୍ଟଲ୍ ସମେତ ଅନେକ ସୁବିଧା ଉପଲବ୍ଧ ହେବ। ରାଉରକେଲା ର ଜୋନାଲ ଇନଚାର୍ଜ ଶ୍ରୀ  ବସନ୍ତ କୁମାର ତ୍ରିପାଠୀ ଜୀ ସମସ୍ତ ଭକ୍ତ ତଥା ରାଉରକେଲା ବାସିନ୍ଦା ଙ୍କୁ ଆନ୍ତରିକତା ର ସହ ଆମନ୍ତ୍ରଣ କରିଛନ୍ତି । ଏବଂ ମିଶନ ର ଇତିହାସ ବିଷୟରେ ସୂଚନା ଦେଇଥିଲେ । ସନ୍ଥ ନିରକା ନାରୀ ମିଶନ କ୍ରମାଗତ ଭାବେ  ଭାଇଚାରା ଏବଂ ସର୍ବ ଭାରତୀୟ ଭାଇଚାରା କୁ ଏକ ବ୍ୟାପକ ରୂପ ଦେବାକୁ ଚେଷ୍ଟା ଏବଂ ସର୍ବଦା ଜାତୀୟ ସ୍ତରରେ ଜନକଲ୍ୟାଣ କାର୍ଯ୍ୟ କରିଆସୁଛନ୍ତି। ଧୀରେନ୍ଦ୍ର ସେନାପତି,୧୩/୨/୨୦୨୩---୮,୧୦ Sakhigopal News,13/2/2023



Blog Archive

Popular Posts