ଦୁଇ ମଟର ସାଇକେଲ ମୁହାଁ ମୁହିଁ ଧକ୍କା ,ଦୁଇ ଆହତ
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ୍ ରଥ ପେଟ୍ରୋଲ ପମ୍ପ ସାମ୍ନା ରାସ୍ତାରେ ଦୁଇ ମଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣା ଖବର ପାଇ ଅମୃତ କୁଟୁମ୍ବ ର ସକ୍ରୀୟ ସଦସ୍ଯ ଶ୍ରୀ ଜ୍ଞାନ ପଣ୍ଡା ଙ୍କର୍ ତତ୍ବାବଧାନରେ ସଦସ୍ୟ ମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଭେଡେନ୍ ଡାକ୍ତରଖାନାକୁ ନେଇଥିଲେ । ଦୁର୍ଘଟଣାରେ ଆହତ୍ ହେଇଥିବା ବ୍ୟକ୍ତି ହେଲେ ଶ୍ରୀ ଅନିକେତ୍ ସାଗର୍ ଗାଁ -ସାହ୍ଳେପାଲି । ଅନ୍ଯ ଜଣେ ହେଲେ ଶ୍ରୀଅବିନାସ୍ ଆଚାର୍ଯ୍ୟ ଗାଁ -ଅମଲିପାଲିର ବୋଲି ଜଣାପଡିଛି। ଅମୃୃତ କୁଟୁମ୍ବ ର ସମସ୍ତ ସଦସ୍ୟ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୨/୨୦୨୩---୯,୪୫ Sakhigopal News,19/2/2023