ବିବାହିତା ମହିଳା ରଶି ଲଗାଇ ଆମ୍ରହତ୍ୟା
ଭଞ୍ଜନଗର--- ବେଲଗୁଣ୍ଠI ଥାନା ଅନ୍ତର୍ଗତ ନୂଆଁତନରଡା ଗ୍ରାମର ସୁରେଷ ସାହୁଙ୍କ ସ୍ବୀ ସୁନିତା ସାହୁ ପ୍ଯାନ ହୁକରେ ରଶି ଲଗାଇ ଆମ୍ରହତ୍ୟା କରିଛନ୍ତି ।ଖବର ନେବାରେ ନୂଆଁତନରଡା ଗ୍ରାମର ସ୍ବଗର୍ତ ଦେବରାଜ ଙ୍କ ଝିଅ ସୁନିତା ସେହି ଗ୍ରାମର ସୁରେଷକୁ ୯ବର୍ଷ ତଳେ ବିବାହ କହିଥିଲେ । ତାଙ୍କର୮ବର୍ଷର ପୁଅ ସନ୍ଧିପ ରହିଛି ।ସ୍ବାମୀ ସୁରେଷ ବିଭିନ୍ନ ସମୟରେ ସ୍ବୀ ସୁନିତାକୁ ମାନସିକ ଜନ୍ତୁଣା ଦେଉଥିବା ବେଳେ ଅଶିଳ ଭାଷାରେ ଗାଳିଗୁଲଜ କରୁଥିଲେ। ଏହା ସହ ୯ ବର୍ଷ ହେଲା ବାପା ଘରକୁ ନଛାଡିବା ଏହି ସବୁ ଘଟଣାକୁ ନେଇ ସୁନିତାସହି ନ ପାରି ବୁଧବାର ଅପରାହ୍ନରେ ପ୍ଯାନରେ ରଶି ଲଗାଇ ଅାମ୍ରହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବେଲଗୁଣ୍ଠI ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତକରି ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଛି ।ବେଲଗୁଣ୍ଠା ଥାନା କେସନଂ ୭୭/୨୩ରେ ଅପମୃତ୍ୟୁ ମାମଲା କରାଯାଇଥିବା ଥାନା ଅଧିକାରୀ ପ୍ରକାଶ ସାହୁ ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୨/୨୦୨୩----୯,୪୫ Sakhigopal News,23/2/2023