Breaking News

ଦୁର୍ଘଟଣାରେ ଯୁବକଙ୍କ ର ମୃତ୍ୟୁ

 
ଜଟଣୀ----  ଜଟଣୀ ଦମକଳ କେନ୍ଦ୍ର ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଡେଲାଙ୍ଗ ଥାନା ଅନ୍ତର୍ଗତ ଆଙ୍କୋଇ ଗ୍ରାମର ପ୍ରଭାତ ବେହେରା ବୋଲି ଜଣାପଡିଛି । ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୨/୨୦୨୩----୧୧,୪୫ Sakhigopal News,24/2/2023 

Blog Archive

Popular Posts