ବିବାହବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଧ୍ୟାପକ
ନୟାଗଡ଼---- ବିବାହବନ୍ଧନରେ ବାନ୍ଧି ହେଲେ ଡ଼.ଆର. ସି. ସାମନ୍ତରାୟ କଲେଜର ଓଡ଼ିଆ ଅଧ୍ୟାପକ ତଥା ଲୋକପ୍ରିୟ ପ୍ରତିଭା ଜିତେନ୍ ପାଣିଗ୍ରାହୀ l ସେ ହିନ୍ଦୁଧର୍ମର ବୈଦିକରୀତିରେ ରାଜଲକ୍ଷ୍ମୀ ଦାସ ଙ୍କୁ ସାଥି କରିଛନ୍ତି l ଏହି ପରିପ୍ରେକ୍ଷୀରେ ସମଗ୍ର ବୁଦ୍ଧିଜୀବୀ ମହଲ ଓ ବିଦ୍ୟାର୍ଥୀ ମହଲରୁ ଶୁଭେଚ୍ଛା ଓ ସୁଭାଶିର୍ବାଦର ସୁଅ ଛୁଟିଛି l ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୫/୨/୨୦୨୩----୧୧,୫୦ Sakhigopal News,25/2/2023