୧୬୧ତମ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
161st poet Gangadhar Meher Jayanthi celebrated.
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସୁରେନ୍ଦ୍ର ସାଏ ମଣ୍ଡପ ଠାରେ ୧୬୧ତମ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଙ୍ଗାଧର ସାହିତ୍ୟ ସାଂସଦ ର ସଭ୍ୟ ମାନେ ଗ୍ରାମ ପରିକ୍ରମା କରି ମଣ୍ଡପ ନିକଟକୁ ପହଁଚି ଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ସଂସଦ ର ସଭାପତି ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୁର୍ବତନ ରେମଣ୍ଡା ସରପଞ୍ଚ ହରିନାରାୟଣ୍ ମେହେର ଓ ମୁଖ୍ୟବକ୍ତା ପୂର୍ବତନ ଶିକ୍ଷକ ମୃତ୍ୟୁଞ୍ଜୟ କର ଙ୍କ ଦ୍ଵାରା ଗଙ୍ଗାଧର ଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ, ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭା ଆରମ୍ଭ କରିଥିଲେ।ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପର୍ଶୁରାମ ପାତ୍ର ଓ ମୁକ୍ତି କର୍ମୀଙ୍କ ଦ୍ୱାରା ସଭା କାର୍ଯ୍ୟ ପରିଚାଳନା କରିଥିଲେ ।ଏଥିରେ ସଂସଦ ର ସମ୍ପାଦକ ସଂଜୟକୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏଥିରେ ସଂସଦ ର ସଦସ୍ୟ ତାରାଚାନ୍ଦ ସାଥୁଆ ,ଚମାର ମେହେର,ସୁରେନ୍ଦ୍ର ମେହେର,ରାମକୃଷ ବାରିକ,ମେଘନାଦ ମେହେର, ଅମୂଲ୍ୟ ମେହେର,ଉମାକାନ୍ତ ହଟେଇ, ସହଯୋଗ କରିଥିଲେ। ଶେଷରେ ପୂର୍ବତନ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ତଥା ସଂସଦ ର ସଦସ୍ୟ ଗଙ୍ଗାଧର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୮/୨୦୨୨---୯,୪୦ Sakhigopal News,12/8/2022

।