ଜାତୀୟ କୃମି ଦିବସ ପାଳିତ
National Worm Day is celebrated
ବରଗଡ଼--- ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ଠାରେ ଜାତୀୟ କୃମି ଦିବସ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ଅଧକ୍ଷ ଡଃ ପ୍ରମୋଦ କୁମାର ଭୋଇ ପରାମର୍ଶ ରେ ଆଲ୍ବେନ୍ଡା ଔଷଧ ୪୦୬ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିଲା । ବାକି ଅବଶିଷ୍ଟ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ୧୯ ତାରିଖରେ ବଣ୍ଟନ ବ୍ୟବସ୍ଥା କରାଯାଇଛି। ଏଥିରେ ମହାବିଦ୍ୟାଳୟ ର ଏନଏସଏସ ର ଅଧିକାରୀ ଡଃ ଅଜିତ କୁମାର ନାଥ, ଗଣେଶ ସିଂ, ସଂଘମିତ୍ରା ମହାକୁର, YRC ଅଧିକାରୀ ସୁନୀଲ କୁମାର ପ୍ରଧାନ , ଅଧ୍ୟାପିକା ମନିକା ଶତପଥୀ, ଅଧ୍ୟାପକ ପବିତ୍ର ମାହାଣା, ମୁଖ୍ୟ କିରାଣୀ ପ୍ରମୋଦ ଚନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୮/୨୦୨୨---୯,୨୫ Sakhigopal News,12/8/2022