Breaking News

ଆନନ୍ଦ ସଂଗୀତାୟନର ୬୯ତମ ମାସିକ ଭଞ୍ଜ ସଂଗୀତ ଆସର

69th monthly Bhanj Sangeet Asar of Anand Sangeetyana


ଭଞ୍ଜନଗର : ସ୍ଥାନୀୟ ପ୍ରେସ୍ କ୍ଲବ ଠାରେ ୬୯ତମ ମାସିକ ଭଞ୍ଜ ସଂଗୀତ ଆସର ଭୁବନେଶ୍ୱରସ୍ଥିତ ସଂସ୍କୃତି ବିକାଶ ସଂସଦ ଓ ଭଞ୍ଜନଗରସ୍ଥିତ ସାଂସ୍କୃତିକ ପରିଷଦ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି କବି ପ୍ରଶାନ୍ତ ମହାନ୍ତି ସଭାପତିତ୍ୱ କରିଥିଲେ । ବାଉଁଶଲୁଣ୍ଡିସ୍ଥିତ ରାଧାକୃଷ୍ଣ ପାଠାଗାରର ଉପସଭାପତି ନିରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ଗୁରୁ ଅଶୋକ ମହାପାତ୍ର ଭଞ୍ଜ ସଂଗୀତ ପରିବେଷଣ କରିଥିଲେ ।  ଦିବାକର ଗୌଡ଼  ଚବଲା ବାଦକ ଥିଲେ । ଲଘୁଚାପ ଜନିତ ବର୍ଷା ସର୍ତେ ୍ ଅଶୋକ ସାହୁ, ଅରୁଣାଂଚଳ ପତି, ନୀରଞ୍ଜନ ପ୍ରଧାନ, ସୁରେଶ ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଜଗଦିଶ ପାଣିଗ୍ରାହୀ, ଭଞ୍ଜ କିଶୋର ସାହୁ, କୁମାର କାର୍ତିକେଶ୍ୱର ପ୍ରଧାନ, ଅଭିମନ୍ୟୁ ବିଷୋୟୀ, ଚିନ୍ମୟ କୁମାର ବେବର୍ତା, ଭାସ୍କର ପତି, ଗୁରୁମୂର୍ତି ପ୍ରଧାନ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୮/୨୦୨୨---୮,୪୦ 
Sakhigopal News,13/8/2022


Blog Archive

Popular Posts