ବରଗଡ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ର ଜିଲ୍ଲା ସ୍ତରୀୟ କମିଟି ଗଠନ
ବରଗଡ଼--- ବରଗଡ ସୁଭାଷ ନଗର ସ୍ଥିତ ବିଶ୍ଵ ହିନ୍ଦୁ ପରିଷଦ ର କାର୍ଯ୍ୟାଳୟ ଠାରେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି । ଶ୍ରୀଯୁକ୍ତ ରାଜୀବ ଶତପଥୀ, ସହ ସମ୍ପାଦକ ପ୍ରାନ୍ତ ବି. ହି.ପ. ଅଧିକାରୀ ଙ୍କ ଉପସ୍ଥିତି ରେ ଚଳିତ ବର୍ଷ ପାଇଁ ଏକ କମିଟି ଗଠନ କରାଯାଇ ପଦାଧିକାରୀ ଙ୍କ ଚୟନ କରାଯାଇଥିଲା ।ଏହି ବୈଠକ ରେ ସର୍ବ ସମ୍ମତି କ୍ରମେ ବରଗଡ ବିଶ୍ଵହିଁନ୍ଦୁପରିଷଦ କୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଭି ଶ୍ରୀ ନିଧୁବନ ବିହାରୀ ପଣ୍ଡା - ସଭାପତି , ଶ୍ରୀ ବିକାଶ ଅଗ୍ରୱାଲ - ଉପ ସଭାପତି , ଶ୍ରୀ ମହେଶ୍ୱର ପାଣ୍ଡେ - ଉପ ସଭାପତି , ଶ୍ରୀ ନାରାୟଣ ପଣ୍ଡା - ଉପ ସଭାପତି , ଶ୍ରୀ ନରେନ୍ଦ୍ର ସାହୁ - ସମ୍ପାଦକ , ଶ୍ରୀ ପରମାନନ୍ଦ ମିଶ୍ର - ସହ ସମ୍ପାଦକ, ଶ୍ରୀ ହିମାଂଶୁ ଶେଖର ମାଝୀ - ସହ ସମ୍ପାଦକ ,ଶ୍ରୀ ଜୟ ପ୍ରକାଶ ଅଗ୍ରୱାଲ - କୋଷାଧ୍ଯକ୍ଷ - ଶ୍ରୀ ଆଶୁତୋଷ ରଥ - ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀ ସଂଜୀବ ମେହେର - ସଂଯୋଜକ , ବଜରଙ୍ଗ ଦଳ , ଶ୍ରୀ ପରମେଶ୍ଵର ପଟେଲ - ସହ ସଂଯୋଜକ , ବଜରଙ୍ଗ ଦଳ , ଶ୍ରୀ ରାଜା ପ୍ରଧାନ , ସହ ସଂଯୋଜକ , ବଜରଙ୍ଗ ଦଳ ,ଶ୍ରୀ ରାଜେଶ୍ ପାଣ୍ଡେ - ପ୍ରମୁଖ, ବିଧି ପ୍ରକୋଷ୍ଠ ।ଭାବେ ବୈଠକ ରେ ଚୁଡାନ୍ତ ନିଷ୍ପତି ହୋଇଛି ।
ବୈଠକ ରେ ଶ୍ରୀ ସତ୍ୟ କେତନ ମହାନ୍ତି ( କୁନୁ ବାବୁ )ପ୍ରାନ୍ତ ସହ ସଂଯୋଜକ , ସମସ୍ତ ନୂତନ ଅଧିକାରୀ ଙ୍କୁ ସ୍ଵାଗତ ତଥା ଅଭିବାଦନ ଜଣାଇ ଥିଲେ।
ପରିଶେଷରେ ଶାନ୍ତି ପାଠ ପୂର୍ବକ ବୈଠକ ସମାପନ ହୋଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୮/୨୦୨୨---୫,୪୦ Sakhigopal News,13/8/2022