Breaking News

ଆଜାଦି କି ଅମ୍ରିତି ମହୋତ୍ସବ -2022 ପାଳନ

Celebrating Azadi Ki Omriti Festival-2022
 
ଡେଲାଙ୍ଗ--- କଲ୍ୟାଣପୁର ହାଇସ୍କୁଲ୍ ରେ 75 ବର୍ଷ ସ୍ଵାଧୀନତା ପୂର୍ତ୍ତି ଅବସରରେ ବିଦ୍ୟାଳୟ ର ଛାତ୍ରମାନଙ୍କୁ ନେଇ ପାଳନ କରା ଯାଇଛି ଆଜାଦି କି ଆମ୍ରିତ ମହୋତ୍ସବ ।ଏହି ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରା,ବରିଷ୍ଟ ଶିକ୍ଷକ ପଣ୍ଡିତ ରବୀନ୍ଦ୍ର ବଳିଆରସିଂହ , ଶ୍ରଦ୍ଧାଞ୍ଜଳୀ ସ୍ୱାଇଁ, ଅଭିଲିପସା ସେଠୀ,ଓମ ମହାପାତ୍ର, ବିନୟ ମିଶ୍ର,ଚିତ୍ତରଞ୍ଜନ ସେଠୀ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅଥିତି ରୂପେ ସି .ଆର. ସି. ସି କୃତିବାସ ପ୍ରଧାନ ଯୋଗଦାନ କରିଥିଲେ। ଏହି ଉତ୍ସବ କୁ ପରିଚାଳନା କରିଥିଲେ ଶାରିରୀକ ଶିକ୍ଷା ଶିକ୍ଷକ ନଟବର ସେଠୀ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୮/୨୦୨୨---୧୦,୫୫ 
Sakhigopal News,12/8/2022

Blog Archive

Popular Posts