ପୋଲିସ କବଜାରେ ବାଙ୍କୀ ଡବଲ ମଡ଼ର ଘଟଣାରେ ଆଉ ଜଣେ ଅଭିଯୁକ୍ତ
Another accused in Banki double mud incident is in police custody.
କଟକ---- ପୋଲିସ କବଜାରେ ବାଙ୍କୀ ଡବଲ ମଡ଼ର ଘଟଣାରେ ଆଉ ଜଣେ ଅଭିଯୁକ୍ତ ସମଗ୍ର ରାଜ୍ୟ ରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା । ବାଙ୍କୀ ଡବଲ ମଡ଼ର ଘଟଣାର ଅନ୍ୟ ତମ ଅଭିଯୁକ୍ତ ଗଣେଶ୍ୱର ପ୍ରଧାନ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ତଦନ୍ତ କାରି ସଂସ୍ଥା । ବୈଦେଶ୍ଵର ଥାନା ଅନ୍ତର୍ଗତ ଖଜୁରୀ ପଦା ଗ୍ରାମରେ ଡବଲ ମଡର ଘଟଣା ରେ ସମ୍ପୃକ୍ତ ପନ୍ଦର ଜଣ ଅଭିଯୁକ୍ତ ଆଗରୁ ଗିରଫ ହୋଇସାରିଥିବା ବେଳେ ମାନ୍ୟ ବର ଅଦାଲତ ରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ