Breaking News

ମନ୍ତୀଙ୍କ ଦ୍ୱାରା ୧୩୦ ଜଣଙ୍କୁ ଭତ୍ତା ବଣ୍ଟନ




ଓଡ଼ଗାଁ:-- ଓଡଗାଁ ବ୍ଳକର ୧୮ଟି ପଂଚାୟତର ୧୩୦ ଜଣ ହିତାଧିକାରୀଙ୍କୁ ଓଡ଼ଗାଁ ସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଆଜି  ଭତ୍ତା ବଣ୍ଟନ କରାଯାଇଛି। ଏହି ଅବସରରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଆଜିର ଏହି ଭତ୍ତା ବଣ୍ଟନ ଅବସରରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ସମେତ ଓଡ଼ଗାଁ ବିଡିଓ ସ୍ୱାତୀ ଲେଖା ଦାସ, ବ୍ଳକ ଅଧକ୍ଷା ମମତା ବେହେରା, ଜିଲ୍ଲା ପରିଷଦ ସଭ୍ଯ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ଓଡ଼ଗାଁ ବ୍ଳକ ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ, ପୂର୍ବତନ ସରପଂଚ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। 

ରିପୋର୍ଟ:- ଦିଲ୍ଲୀପ କୁମାର ବିଶୋଇ, ଓଡ଼ଗାଁ
:-୨/୧୦/୨୧ ----୧୦,୫୦  
Sakhigopal News,2/10/2021

Blog Archive

Popular Posts