Breaking News

ଚାକିରୀ କରାଇଦେବା କହି ୫ହଜାର ଟଙ୍କା ଲୁଟ ; ଥାନାରେ ଅଭିଯୋଗ

 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବରାଳ ଗ୍ରାମର ସୁମନ ମହାପାତ୍ର ଜଣେ ଠକର ଶିକାର ହୋଇଛନ୍ତି । ଚାକିରୀ କରାଇଦେବା କହି ତାଙ୍କ ଠାରୁ ୫୨୩୦ ଟଙ୍କା ଅତି ଚତୁର ସହକାରେ ଠକି ନେଇଥିବା ଜଣାପଡିଛି । ଏବେ  ସୁମନଙ୍କ ଫୋନ ଉଠାଉନାହାନ୍ତି ଠକ ଯୁବକ ଜଣଙ୍କ ।  ସୁମନ ଏତିକି ଜାଣିଛନ୍ତି ଯେ ତାଙ୍କ ଠାରୁ ଟଙ୍କା ନେଇଥବା ଯୁବକ ଜଣଙ୍କ ଘର ଭଦ୍ରକ ଓ ତାଙ୍କ ନାମ  ସତ୍ୟ ରଞ୍ଜନ  ।  ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୯/୨୦୨୧---୭,୦୦ 

 Sakhigopal News, 15/9/2021


Popular Posts