Breaking News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ଦୁଇଟି ଗ୍ରାମବାସୀ ବଞ୍ଚିତ

 
ନୟାଗଡ଼---- ସିସି ଡାଟାରେ ନାଁପୂର୍ବରୁ ଥିବାବେଳେଏବେ ଚଞ୍ଚକତା କରି ପ୍ରକାଶିତ ଲିଷ୍ଟ ରେନାଁ ନାହିଁ ।ଏ ପରିକି ଦୁଇଟି ଗାଁର ଆଦୌ କୌଣସି ଲୋକଙ୍କ ନାଁ ନଥିବା ସିସିଡାଟା ଯଥା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଲିଷ୍ଟରେ । ଆଦୌ କୌଣସି ଲୋକଙ୍କ ନାଁ ନଥିବା ଜଣାପଡିବା ପରେ ଗ୍ରାମ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପଞ୍ଚାୟତ ସରପଞ୍ଚ, ପଞ୍ଚାୟତ ନିର୍ବାହୀଅଧିକାରୀ, ଗ୍ରାମ ରୋଜଗାର ସେଵକ ଚଞ୍ଚକତା କରିଥିବା ଗ୍ରାମ ବାସୀ ମନେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଗଡ଼ିଆସାହି ପଞ୍ଚାୟତର ଆଦିବାସୀ ଗାଁ ସାଧୁଆପଲି ଏବଂ ରାମଚଣ୍ଡୀ ପ୍ରସାଦର ୧୫୦ ଉର୍ଦ୍ଧ୍ବ ଲୋକ ମାନେ ଗଡ଼ିଆସାହି ପଞ୍ଚାୟତ ଅଫିସ କୁଆସି ଧାରଣାରେ ବସିଥିଲେ । ଏହି ପଞ୍ଚାୟତ ରେ ବହୁ ଗରିବ ଲୋକ ମାନେ ଆବାସ ଯୋଜନାରୁ ବାଦ ପଡି ଥିବା ବେଳେ ଥିଲା ଵାଲା ଲୋକ ଆବାସ ଯୋଜନାରେ ସାମିଲ ହୋଇଥଵା ଜଣାପଡିଛି। ଗଡ଼ିଆସାହି ପଞ୍ଚାୟତ  ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଗଲେ ଆବାସ ଯୋଜନାର ହୋଇଥିବା ଅନିୟମିତତା  ଉନ୍ମୋଚନ ହେବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ନୟାଗଡ଼ ରୁ ନିରଞ୍ଜନ ଦାସ ,୧୪/୭/୨୦୨୧----- ୬,୪୦।     Sakhigopal News 14/7/2021

Blog Archive

Popular Posts