>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ସାନ ସିଦ୍ଧପଲ୍ଲୀ ରେ ବାଲ୍ୟବିବାହ କୁ ରୋକିଲା ପ୍ରଶାସନ


     
    ଗଞ୍ଜାମ----  ବାଲ୍ୟ ବିବାହ ରୋକିଲା ବେଗୁନିଆପଡା ପ୍ରଶାସନ ଓ ବ୍ରହ୍ମପୁର ଚାଇଲଡ ଲାଇନ ।  ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ସାନ ସିଦ୍ଧପଲ୍ଲୀ ଗ୍ରାମରେ ଏକ ବାଲ୍ୟବିବାହ ହେଉଥିବା ଖବର ପାଇ ପ୍ରଶାସନ ଓ ଚାଇଲ୍ଡ ଲାଇନ ମିଳିତଭାବେ ଆତର୍କିତ ଚଢ଼ାଉ କରିଥିଲେ । ସିଦ୍ଧାପାଲି ଗ୍ରାମର ଜଣେ ନାବାଳିକା କନ୍ୟା କୁ ସାନ ସିଦ୍ଧାପାଲି ଗ୍ରାମର ପିଣ୍ଟୁ ପ୍ରଧାନ (୨୫) ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଚାରିଦିନ ପୂର୍ବରୁ ନିଜ ଘରେ ଆଣି ରଖିଥିଲା। ସୂଚନା ପାଇ ବେଗୁନିଆପଡ଼ା  ଶିଶୁଵିକାଶ ପ୍ରକଳ୍ପ ଅଧିକାରୀଣି ସନ୍ଧ୍ଯାରାଣୀ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ସଦସ୍ୟ ମାନେ ଆସି ଉକ୍ତ ଗ୍ରାମରେ ପହଞ୍ଚି ଉଭୟ ପରିବାର କୁ ଏହି ବିବାହ ନକରିବା ପାଇଁ କହିଥିଲେ । ଏବଂ ବୁଝା ସୁଝା କରି ଝିଅ କୁ ନିଜ ବାପା ଘରକୁ ପଠାଇବାରେ ସଫଳ ହୋଇଥିଲେ । ଝିଅଟିକୁ ୧୮ ବର୍ଷ  ହେଲେ ଉଭୟଙ୍କୁ ବିବାହ କରାଯିବ ବୋଲି ଉଭୟ ପକ୍ଷ ରାଜି ହୋଇଥିଲେ  । ସରପଞ୍ଚ ସତୀଶ ରଞ୍ଜନ ତାରେଣୀ, ଅଙ୍ଗନୱାଡ଼ି ସୁପରଭାଇଜର, ବେଗୁନିଆପଡା ଫାଣ୍ଡି ପୋଲିସ  ,ଜି ଆର୍ ଏସ୍ ସିତାରାମ ପଟ୍ଟନାୟକ, ଚାଇଲ୍ଡ ଲାଇନ ର ପରାମର୍ଶଦାତ୍ରୀ ପ୍ରିୟଙ୍କା ବେହେରା, ସଦସ୍ୟ ରଞ୍ଜିତ ବେହେରା, ଅଙ୍ଗନୱାଡି କର୍ମୀ ସୁଜ୍ଞାନୀ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଝିଅ ର ବାପା ମା ଝିଅ କୁ ସାଙ୍ଗରେ ନେଇ ନିଜ ଘର କୁ ଫେରିଥିଲେ ଓ ପ୍ରଶାସନ କୁ କୃତଜ୍ଞତା ଜଣାଇଥିଲେ ।  
    ଗଞ୍ଜାମରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ , ୨୧/୭/୨୦୨୧-----୬,୩୦ 
     Sakhigopal News,21/7/2021  

    Blog Archive

    Popular Posts