Breaking News

ସତ୍ୟବାଦୀରେ ଦୁଇଟି ସ୍ଥାନରେ ଟୀକା କରଣ


 ସାକ୍ଷୀଗୋପାଳ----- ସତ୍ୟବାଦୀରେ ଶନିବାର ଦିନ ଦୁଇଟି ଯାଗାରେ କରୋନା ଟୀକା କରଣ କରାଯିବ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରା ଜଣାଇଛନ୍ତି । ଏଥିରେ ପ୍ରଥମ ଡୋଜ ସହିତ ଦୁତୀୟ ଡୋଜ ଟୀକାକରଣ କରାଯିବ । ଏହି ଟୀକା କରଣ ପାଇଁ ଅନଲାଇନି ମାଧ୍ୟମରେ ନାମ ପଞ୍ଜୀକରଣ କରିବା ନିହାତି ଆବଶ୍ୟକ । ଦୁଗଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ କାଦୁଆ ପଞ୍ଚାୟତ କାର୍ଯ୍ୟାଳୟରେ ୧୫୦ଟି ଟୀକା ରହିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୭/୨୦୨୧----୮,୦୫   

Sakhigopal News, 30/7/2021

Blog Archive

Popular Posts