Breaking News

ବିଦ୍ୟୁତ୍ ଆଘାତରେ ଯୁବକ ମୃତ୍ୟୁ


  ଭଞ୍ଜନଗର---- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ଗ୍ରାମର ନୀଳମାଧବ ମୂନୀଙ୍କ ପୁଅ ରଞ୍ଜନ ମୂନୀ ଘରେ ବିଦ୍ୟୁତ୍ କାମ କରୁଥିବା ବେଳେ ବିଦ୍ୟୁତ୍ ସଂଷ୍ପର୍ସରେ ଆସି ରଞ୍ଜନ ଗୁରୁତର ହେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଉତ୍ତି କରାଯାଇଥିଲା । ଏଠାରେ ଡାକ୍ତର ରଞ୍ଜନକୁ ମୃତ୍ୟୁ ଘୋଷଣା କରିଥିଲେ । ଭଞ୍ଜନଗର ପୁଲିସ , ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରି ବ୍ୟବଛେଦ ପାଇଁ  ପଠାଇଥିଲା ।  ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ଏକ ମାମଲା ହେଇଥିବା ଜଣାପଡିଛି । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୨୩/୭/୨୦୨୧----୯,୩୦ Sakhigopal News,23/7/2021

Blog Archive

Popular Posts