ସତ୍ୟବାଦୀରେ ୫ଟି ସ୍ଥାନରେ କରୋନା ଟୀକା କରଣ
ସାକ୍ଷୀଗୋପାଳ---- ସତ୍ୟବାଦୀରେ ଶୁକ୍ରବାର ଦିନ ଏକ ସଙ୍ଗେ ୫ଟି ଯାଗାରେ କରୋନା ଟୀକା କରଣ କରାଯିବ । ଏଥିରେ ପ୍ରଥମ ଡୋଜ ସହିତ ଦୁତୀୟ ଡୋଜ ଟୀକାକରଣ କରାଯିବ । ଏହି ଟୀକା କରଣ ପାଇଁ ଅନଲାଇନି ମାଧ୍ୟମରେ ନାମ ପଞ୍ଜୀକରଣ କରିବା ନିହାତି ଆବଶ୍ୟକ । ଦୁଗଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ପରଜାପଡା ପଞ୍ଚାୟତ , କାଦୁଆ ପଞ୍ଚାୟତ କାର୍ଯ୍ୟାଳୟ, ସୁକଳ ପ୍ରାଇମେରୀ ସ୍କୁଲ ଓ ପାଣିଛତ୍ର ପ୍ରାଇମେରୀ ସ୍କୁଲରେ ୧୬୦ଟି ଟୀକା ପ୍ରଦାନ କରାଯିବ ବୋଲି ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୭/୨୦୨୧----୮,୨୫
Sakhigopal News, 29/7/2021