ବିଲରେ କାମ କରୁଥିବା ବେଳେ ବ୍ରଜପାତରେ ଚାଷୀଙ୍କର ମୃତ୍ୟୁ
ଭେଡେନ-----ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ଗ୍ରାମ ପଞ୍ଚାୟତର ସିଂହେନପାଲି ର ବଳିଷ୍ଠ ସୁନା ( ୬୨ )ବର୍ଷ ବିଲ ରେ ଅପରାହ୍ନରେ କାମ କରୁଥିବା ସମୟରେ ବଜ୍ରାଘାତରେ ରେ ମୃତ୍ୟୁ ଘଟିଛି। ତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡିଯାଇଛି । ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୭/୨୦୨୧---- ୬,୩୦। Sakhigopal News 21/7/2021