Breaking News

ସୋଲାର ପାନୀୟ ପ୍ରକଲ୍ପ ଉଦଘାଟିତ


  ଭେଡେନ---+ ସୌରଶକ୍ତି ଚାଲିତ ସ୍ଵଚ୍ଛ ଜଳ, ପ୍ରତେକ ଜଳ ଉତ୍ସ ଶରୀର ପାଇଁ ହିତକର  ।  ବବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ କୁବେଡେଗା ପଞ୍ଚାୟତ ର ନେଗୀପାଲି ଠାରେ ୪ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ସୋଲାର ପାନୀୟ ପ୍ରକଲ୍ପକୁ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ଭୋଇଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।  ଏଥିରେ ପୂର୍ବତନ ସରପଞ୍ଚ ଉତ୍ପନ୍ନ କୁମାର ଭୋଇ ଓ ପୁଜକ ବଲ୍ଲଭ ବରିହା, ଗରିବ ଭୂଏ, ନରସିଂହ ଠେଲା, ପିତାମ୍ବର ବରିହା, ଗୋପାଳ ଭେସ୍ରା, ରମେଶ କଠାର, କୈବର୍ତ୍ତ ପଧାନ, ଦଶ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ ଗ୍ରାମର ବହୁ ସଂଖ୍ୟାରେ କର୍ମ ଯିବି ମହିଳା ମାନେ ଉପସ୍ଥିତ ଥିଲେ। ପରିଶେଷରେ ପାନୀୟ ଜଳର ନିହାତି ଆବଶ୍ୟକତା ଥିବାରୁ, ବହୁତ ଦିନ ଆଶା, ଆକାଙ୍କା ପୂରଣ ହୋଇ ଥିବାରୁ ନେଗୀପାଲି ଗ୍ରାମବାସୀ ସରପଞ୍ଚ ବିଷ୍ଣୁପ୍ରିୟା ଭୋଇ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ। ଭେଡେନ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୨୨/୭/୨୦୨୧------୧୦,୦୦। Sakhigopal News 22/7/2021

Blog Archive

Popular Posts