Breaking News

ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଟୀକାକରଣ


ଭେଡେନ----  ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ଯେ ଆସନ୍ତା ୩୧.୭.୨୧ ଶିନିବାର ଓ ୨.୮.୨୧ ସୋମବାର ଦିନ ଟୀକାକରଣ କରାଯିବ । ସକାଳ ୮ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଅନ ଲାଇନ ଓ ଅଫ ଲାଇନ ଟୀକାକରଣ କରାଯିବ। ୧୮ବର୍ଷ ବୟସ ରୁ ୪୪ ବର୍ଷ ଓ ୪୫ ବର୍ଷ ଉର୍ଦ୍ଧ୍ବ ବୟସ ର ଜନସାଧାରଣ ଙ୍କୁ କରୋନା ଟୀକାକରଣ କରାଯିବ। ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେମଣ୍ଡା, ଚିଚିଂଡା, ଗଣ୍ଡତୁରୁମ, ରେଶମ, ଧାତୁକପାଲି, ସିଆଲଖଡଥା, ତାଲମେଂଡା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କରୋନା ଟୀକା ପ୍ରଦାନ କରାଯିବ ବୋଲି ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି । ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୩୦/୭/୨୦୨୧-----୯,୩୦ Sakhigopal News,30/7/2021

Blog Archive

Popular Posts