>>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • >>
  • ହରଷପଡା କେଶବ ହତ୍ୟାକାଣ୍ଡର ୨ଆସାମୀ ଗିରିଫ କୋର୍ଟଚାଲଣ
  • >>
  • ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ
  • >>
  • ଅଜଣା ଗାଡିଧକାରେ ଯୁବକ ମୃତ
  • >>
  • କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି
  • >>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • ଏସୟୁସିଆଇପକ୍ଷରୁ ପ୍ରତିବାଦ ଦିବସ ପାଳିତ


     ସାକ୍ଷୀଗୋପାଳ -----  ସତ୍ୟବାଦୀ ବ୍ଳକର ଗାଇବାଟିଆ ଛକଠାରେ ଏସ.ୟ.ସି.ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ପ୍ରତିବାସ ଦିବସ ପାଳିତ ହୋଇଯାଇଛି । ଏସ.ୟୁ,ସି,ଆଇ ସତ୍ୟବାଦୀ ଲୋକାଲ କମିଟିର ସମ୍ପାଦକ କମ୍ରେଡ ସୁବାସ ବେହେରା, ଏଇ, କେ,କେ ଏସ,ଏସର ବ୍ଳକ ସଭାପତି କମ୍ରେଡ ଶ୍ୟାମସୁନ୍ଦର ମହାପାତ୍ର  ଓ ଏସୟୁସିଆଇର କର୍ମୀ ମାନେ ଯୋଗଦେଇଥିଲେ । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରସରକାର କରୋନା ମହାମାରୀ ନିୟନ୍ତ୍ରଣ କରିବାରେ ବିପଳ ହୋଇଛନ୍ତି, କରୋନାରେ ମରିଥବା ମୃତ୍ୟୁ ବ୍ୟକ୍ତିଙ୍କ ପରିବାରଙ୍କୁ୪ଲକ୍ଷ ଟଙ୍କା ପ୍ରଦାନ ଓ ଅସଗଂଠିତପ୍ରତ୍ୟେକ ଶ୍ରମିକଙ୍କୁ ମାସକୁ ୧୫ କେଜି ରାସନ ସାମଗ୍ରୀ ଯେଗାଣ ଦାବିରେ ଗଣଧାରଣା ଦିଆଯାଇଥିଲା । ରବିନ୍ଦ୍ର ବେହେରା, ସୁବାଷ ବେହେରା, ମାଗୁଣି ଜେନା, କାହ୍ନୁ ଚରଣ ପ୍ରଧାନ, ବିଜୟ କୁମାର ଭୋଇ, ହାଡିବନ୍ଧୁ ବେହେରା, ଜଗନ୍ନାଥ ଭୋଇ, ଆନନ୍ଦ ଜେନା ପ୍ରମୁଖ କର୍ମୀ ମାନେ କେନ୍ଦ୍ର ଓରାଜ୍ୟ ସରକାରଙ୍କ ବିରୁଧରେ ନାରାବାଜି କରିଥିଲେ ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୭/୨୦୨୧---୪,୫୫  Sakhigopal News, 23/7/2021

    Blog Archive

    Popular Posts