Breaking News

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଉଗ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ


 ଡେଲାଙ୍ଗ ------ ରାଷ୍ଟୀୟ ସ୍ୱୟଂ ସେବକ ସଂଘର ଡେଲାଙ୍ଗ କଣ୍ଡର ସେବା ବିଭାଗ ପକ୍ଷରୁ ଚାଇଁପୁର ପଞ୍ଚାୟତର ଉଗ୍ରେଶ୍ୱର ଦେବଙ୍କ ପୀଠ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୁରୀ ବିଭାଗର ପ୍ରଚାରକ ଅସିତ ସାହୁ,କାର୍ଯ୍ୟବାହୀ ବେଲେଶ୍ୱର ସାହୁ, ପର୍ଯ୍ୟବେକ୍ଷକ ନିରଞ୍ଜନ ସାହୁ, ସେବା ପ୍ରମୁଖ ପ୍ରଭାତ କୁମାର ମହାପାତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଡେଲାଙ୍ଗ ଖଣ୍ଡର କାର୍ଯ୍ୟବାହ ଶୁଭେନ୍ଦ୍ରୁ ଖଟେଇ, ସେବା ପ୍ରମୁଖ ବିଭୁତିଭୂଷଣ ପାତାଳାସିଂହ ଓ ମହାବିଦ୍ୟାଳୟର ପ୍ରମୁଖ କାହ୍ନୁଚରଣ  ବେହେରା ପ୍ରମୁଖ ଗୋଟିଏ ବୃକ୍ଷ କୋଟିଏ ଜୀବନ ନାରା ଦେଇ ବୃକ୍ଷ ରେପାଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୭/୨୦୨୧----୭,୨୦    

Sakhigopal News, 20/7/2021

Blog Archive

Popular Posts