ଡେଲାଙ୍ଗର ପୁଅ ଓ ଝିଅ ଜାତୀୟ ବକ୍ସିଂ ଚୟନ ଅପେକ୍ଷାରେ
ଡେଲାଙ୍ଗ---- ଡେଲାଙ୍ଗ ପୁଅ ଡେଲାଙ୍ଗ ର ଝିଅ ଏବେ National Boxing Selection Triel ରେ ଅଛନ୍ତି। ପ୍ରକାଶ ଥାଉ କି ମହତାବ ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗ ର ଦଶମ ଶ୍ରେଣୀ ର ଛାତ୍ର ପ୍ରଦୀପ୍ତ ବେହେରା ଓ ଡେଲାଙ୍ଗ କଲେଜ +2 ର ଛାତ୍ରୀ କରିଶ୍ମା ସ୍ୱାଇଁ ତା 23-7-202ରେ ହରିୟାଣା ର ପାନିପଥ ରେ ହେବାକୁ ଥିବା National Boxing Selectiom Trail ରେ ଅଂଶ ଗ୍ରହଣ କରିବା ପାଇଁ ଯାତ୍ରା କରିଛନ୍ତି । ମହତାବ ଉଚ୍ଚ ବିଦ୍ୟାଳୟ ର ଶାରିରୀକ ଶିକ୍ଷା ଶିକ୍ଷକ ନଟବର ସେଠୀ ଙ୍କ ଠାରୁ ପ୍ରକାଶ। ପିଲାମାନଙ୍କ ସହିତ କୋଚ୍ ସନ୍ତୋଷ କୁମାର ପ୍ରଧାନ ମଧ୍ୟ ଯାତ୍ରା କରିଛନ୍ତି। ପିଲାମାନଙ୍କୁ ବ୍ଲକର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକ, ସମାଜ ସେବୀ ଅଜୟ କୁମାର ରାଉତରାୟ ଓ ବୁଦ୍ଧିଜୀବିମାନେ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୨୩/୭/୨୦୨୧। ୬,୧୦
Sakhigopal News , 23/7/2021