Breaking News

୧୨ ବୋତଳ ବିୟର ମଦ ଜବତ ; ଜଣେ ଗିରଫ


 ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ସୁକଳ ବଜାର ଉପରେ ଜିଲ୍ଲା ସ୍ୱତନ୍ତ୍ର ଅବକାରୀ ଟିମ ଚଡାଉ କରି ଷ୍ଟେଲିନ ବିଶ୍ୱାଳଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୨ଟି ବିୟର ବୋତଳ ଜବତ କରାଯାଇଛି । କୌଣସି ସୁତ୍ରରୁ ଖବର ପାଇ ଇନିସିପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କ ଟିମ ଏହି ଚଡାଉ କରିଥିଲେ ।  ଶ୍ରୀ ବିଶ୍ୱାଳଙ୍କୁ କୋର୍ଟକୁ ପଠାଯାଇଥିବା ଜଣାପଡିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୭/୨୨୧----୮,୨୦ 

  Sakhigopal News , 29/7/2021

Blog Archive

Popular Posts