Breaking News

ବିଷ ଖାଇ ନାବାଳିକାର ଆତ୍ମହତ୍ୟା

 ସାକ୍ଷୀଗୋପାଳ----  ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରକୋଳିଗୋରଡା ଗ୍ରାମର  ନବ କିଶୋର ମୁଦୁଲିଙ୍କ ଝିଅ ମିତା ମୁଦୁଲି କୌଣସି କାରଣକୁ ନେଇ ବିଷ ପାନ କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି ଖବର ପାଇ ସତ୍ୟବାଦୀ ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି  ଅପମୃତ୍ୟୁ କେସନଂ୫/୨୦୨୧ରେ ଏକ ମାମଲା ରୁଜ କରିଛନ୍ତି । ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରହିଥିବା ଜଣାପଡିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧----୬,୪୫

Blog Archive

Popular Posts