Breaking News

ଘର ଆଗରୁ ମିକ୍ସର ମେସିନ ଚୋର୍‍ ଥାନାରେ ଅଭିଯୋଗ

 ସାକ୍ଷୀଗୋପାଳ-----  ସତ୍ୟବାଦୀ ଥାନା ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ଉଁଆସଡିହ ଗ୍ରାମର କୁନା ପାତ୍ର ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ଆଗରେ ଥିବା ଏକ ମିକ୍ସର ମେସିନ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁବୁର୍ତ୍ତ ଚୋରି କରି ନେଇଛି । ଥାନା କେସନଂ ୧୪୨/୨୦୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରହିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧----୬,୪୦

Blog Archive

Popular Posts