Breaking News

ପରିବର୍ତ୍ତନ ଓଡିଶା ପରିବାର ପକ୍ଷରୁ ମହିଳା ମାନଙ୍କୁ ସଶକ୍ତିକରଣ କାର୍ଯ୍ୟକ୍ରମ

 
ଡେଲାଙ୍ଗ----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପଟଣପୁର ଗ୍ରାମରେ ପରିବର୍ତ୍ତନ ଓଡିଶା ପରିବାର ପକ୍ଷରୁ  ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ଆରମ୍ଭ ହୋଇଛି ଏକ ପ୍ରୟାସ । କିଭଳି ଭାବରେ ଗ୍ରାମାଞ୍ଚଳରେ ମହିଳା ମାନେ ଆର୍ଥିକ ସ୍ତିତିରେ ସୃଦୁଢ ହେବେ। ସେହି ଲକ୍ଷ୍ୟରେ ହସ୍ତ ଶିଳ୍ପ ତାଲିମ୍ ଶିବିର ଅନୁଷ୍ଠାନ ପକ୍ଷରୁ ଆରମ୍ଭ କରାଯାଇଛି । ପରିବର୍ତ୍ତନ ଓଡିଶା  ଅନୁଷ୍ଠାନ ପକ୍ଷରୁ ଆଗକୁ ସବୁ ଗ୍ରାମରେ ଥିବା ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାପଡିଛି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୧/୩/୨୦୨୧----୫,୦୦

Blog Archive

Popular Posts