Breaking News

>>
  • ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ 'ରାତ୍ର ୮ ଟା ପର୍ଯ୍ୟନ୍ତ ଖୋଲା ;ଦଲାଲ ମାନଙ୍କ ଦ୍ୱାରା ପରିଚାଳିତ
  • >>
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶତାୟୁ ଆୟୁଷ ପାଇଁ ୫୬ ଜଣଙ୍କୁ ଛତା ବଣ୍ଟନ
  • >>
  • ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର କୁଳଗୃହ ପ୍ରତିଷ୍ଠା ଓ ସାଙ୍ଗଠନିକ ବୈଠକ
  • ପ୍ରଗତି ଦଳର ରାଜ୍ୟ ସ୍ତରୀୟ ସମ୍ମଳନୀ ଓ ପ୍ରେସମିଟ


    ଭୁବନେଶ୍ୱର----ଲୋହିଆ ଏକାଡେମୀ ରେ ଓଡିଶା ପ୍ରଗତି ଦଳ ର ପ୍ରେସ୍ର ମୀଟିଙ୍ଗ ଅନୁଷ୍ଠିତ ହେଇଯାଇଛି । ଆଜିର ଏହି ପ୍ରେସ୍ର ମୀଟିଙ୍ଗ ରେ ଓଡିଶା ପ୍ରଗତି ଦଳ ର ସଭାପତି. ସମ୍ପାଦକ. ଏବଂ କର୍ମୀ ମାନେ ଓଡିଶା ରେ କିପରି ଶାସନ ଚାଲିଛି ତାହା ଉପରେ ଆଲୋକପାତ କରିଥିଲେ । ମଧୁ ବାବୁ ଓ ବାଜ଼ୀ ରାଉତ ଙ୍କ ର ଆଦର୍ଶ କୁ ନେଇ ଦଳ ଆଗାମୀ ଦିନରେ ଇଲେକ୍ସନ ରେ ଲଢ଼ିବ ବୋଲି ସଭାପତି କହିଥିଲେ । ଆମର ଚିହ୍ନ ହେଉଛି ଡ଼ଙ୍ଗା ଏହି ଡ଼ଙ୍ଗା ଚିହ୍ନରେ ଆଗାମୀ ଦିନରେ ସବୁ ନିର୍ବାଚ ଲଢ଼ିବ ବୋଲି ସେ କହିଥିଲେ । ଓଡିଶା ରେ ବିଜେପି ବିଜେଡି 20ବର୍ଷ ରୁ ଅଧିକ ଶାସନ କରି ଓଡିଶା କୁ ଲୁଟିଛନ୍ତି ।ଆମେ ଦେଶ ପାଇଁ କାମ କରିବୁ ଚାଷୀ ଆନ୍ଦୋଳନ କୁ ଆମ ଦଳ ସମର୍ଥନ କରୁଛି ବୋଲି ସେ କହିଥିଲେ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୪/୩/୨୦୨୧----୫,୪୫

    Blog Archive

    Popular Posts