Breaking News

ଫଟୋ ରେ ଖବର


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଭାରତ ଗ୍ୟାସ ଏଜେନ୍ସି ନିକଟରେ ଲୋକମାନେ ସାମାଜିକ ଦୂରତା ମାନିଲେ ନାହିଁ । ଏଜେନ୍ସି ତରଫରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଧାଡ଼ି ରେ ଆସିବା ପାଇଁ କରିଛନ୍ତି ନିୟମ । କିନ୍ତୁ କେହି ନିୟମ ମାନିବାକୁ ନାରାଜ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts