Breaking News

ସାକ୍ଷୀଗୋପାଳ ବଜାର ସଫେଇ ହେଲା


 ସାକ୍ଷୀଗୋପାଳ---- ରାଜ୍ୟରେ ଲକ ଡାଉନ ଜାରି ରହିଛି । ଦେକାନ ବଜାର ଏକ ରକମ ଠପ ହୋଇଯାଇଛି । ଲେକମାନେ କରୋନା ଭୂତାଣୁ ଠାରୁ ଦୂରୋଇ ରହିବା ପାଇଁ ଘରୁ ବାହାରକୁ ବାହାରୂ ନାହାନ୍ତି ।  ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ ଙ୍କ ଦିର୍ଦ୍ଧେଶ କ୍ରମେ ଜୟପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବିଶ୍ୱଜିତି ମହାପାତଙ୍କ  ତତ୍ୱବାଧାନରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ଲେବୁଲ କ୍ରସିଂ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ ସଫେଇ କରାଯାଇଛି । ଆସନ୍ତା କାଲି ଚନ୍ଦନପୋଖରୀ ପର୍ଯ୍ୟନ୍ତ ସଫେଇ କରାଯିବ ବୋଲି ସରପଞ୍ଚ ଶ୍ରୀ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts