Breaking News

ସାକ୍ଷୀଗୋପାଳ ବଜାର ସଫେଇ ଦୁତୀୟ ଦିନ

 ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ଲକ ଡାଉନ ଜାରି ରହିଛି । ଦେକାନ ବଜାର ବନ୍ଦ ରହିଛି । ଲେକମାନେ କରୋନା ଭୂତାଣୁ ଠାରୁ ଦୂରୋଇ ରହିବା ପାଇଁ ଘରୁ ବାହାରକୁ ବାହାରୂ ନାହାନ୍ତି । ଯେଉଁମାନେ ଘରୁ ବାହାରକୁ ଆସୁଛନ୍ତି ସେମାନେ ମୁହଁରେ ମାକ୍ସ ଲଗାଇବା ବାଧ୍‌୍ୟକତା ମୂଳକ ହୋଇଛି । ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ ଙ୍କ ଦିର୍ଦ୍ଧେଶ କ୍ରମେ ଜୟପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବିଶ୍ୱଜିତି ମହାପାତଙ୍କ  ତତ୍ୱବାଧାନରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ ସଫେଇ କରାଯାଇଛି ।
 ସାକ୍ଷୀଗେ।।ପଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ

Blog Archive

Popular Posts