Breaking News

>>
  • ଜନ୍ମ ଦିନ ପାଳନ କଲେ ଜରା ନିବାସରେ; କେକ କାଟି ଅନ୍ତେବାସୀଙ୍କ ସହ ସମୟ କାଟିଲେ
  • >>
  • ଘୁମୁସର ବିକାଶ ପରିଷଦ ର ସମୀକ୍ଷା ବୈଠକ ଅନୁଷ୍ଠିତ
  • >>
  • ଭଞ୍ଜନଗରରେ ରଜ କୁଇନ୍-୨୦୨୫ ଅଡିସନ୍ ଆରମ୍ଭ
  • >>
  • ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି ଅନୁଷ୍ଠିତ
  • >>
  • ନୂତନ ଡ୍ରେନନିର୍ମାଣରେ ଅନିୟମିତତା ଅଭିଯୋଗ; ବେନିୟମ ଦୋକାନ ଉଚ୍ଛେଦ ନ କରି ଦୋକାନ ଭିତରେ ଡ୍ରେନ ନିର୍ମାଣ
  • >>
  • ଡେଲାଙ୍ଗ ସରକାରୀ ବାଳିକା ବିଦ୍ୟାଳୟ ପାଇଲା "ପ୍ରକୃତି ମିତ୍ର" ପୁରସ୍କାର
  • >>
  • ଶିକ୍ଷକଙ୍କ ଅକାଳ ବିୟୋଗରେ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଶିକ୍ଷକ ବୃନ୍ଦ
  • >>
  • ନିମାପଡା ଥାନା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ; ଦାବିପତ୍ର ଦେବା ପରେ ଧାରଣା ପ୍ରତ୍ୟାହୃତ
  • >>
  • ବହୁ ଆଡମ୍ବର, ଲଘୁ କ୍ରିୟା" - ନିଃଶ୍ବାସକୁ ବି ପ୍ରତାରଣା.ଅଚଳ ହୋଇପଡିଛି, ଭଂଜନଗର ମେଡିକାଲର ଅକ୍ସିଜେନ୍ ପ୍ଲାଣ୍ଟ ; ଇଏ ହେଉଛି ଡବଲ ଇଞ୍ଜିନି ସରକାର
  • >>
  • ସତ୍ୟସାଇ ବିଦ୍ୟାବିହାର ରେ ଆଲୁମିନି ସମ୍ମିଳନୀ ଅନୁଷ୍ଠିତ
  • >>
  • କୁଲାଡରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
  • >>
  • ପୁରୀ ---ଭୁବନେଶ୍ବର ୩୧୬ ଜାତିୟ ରାଜପଥ ଉପରେ ନାଗାସାଧୁ ବେଶରେ ପଥଚାରୀ ଙ୍କୁ ଲୁଟପାଟ
  • >>
  • ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଜଗନ୍ନାଥ ମନ୍ଦିର ଉନ୍ନତି କରଣକୁ ଆସିଥିବା ଅର୍ଥକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ; ତରବରିଆ ଭାବରେ ଠିକାଦାରଙ୍କ ତାଳିପକା କାମକୁ ସାଧାରଣରେ ନିନ୍ଦା
  • >>
  • ସୀତାରାମ ଛକ ଟ୍ରାଫିକ ସମସ୍ୟା ଉଠା ଦୋକାନୀ ମାନେ ସୃଷ୍ଟି କରୁଛନ୍ତି ; ସେମାନଙ୍କ ଠାରୁ ଉତ୍କଚ ନେଇ କୋମାରେ ପୌରପ୍ରଶାସନ
  • ସେଣ୍ଟ ଜାଭିୟର ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ


    ପିପିଲି-ସେଣ୍ଟ ଜାଭିୟର ହାଇସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷା ସିମିତା ମିଶ୍ରଙ୍କ ସଭାପତିତ୍ବ କରିଥିଲେ ।  ସଭାରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଅଜୟ ମିଶ୍ର ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ।  କାର୍ଯ୍ଯନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପିଲା ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଥିଲେ । ମୁଖ୍ୟବକ୍ତାଭାବେ ସହକାରୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀପ୍ରୀୟା ନାୟକ ଏବଂ ସମ୍ମାନିତ ଅତିଥି ଭାବେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଯୋଗ ଦେଇଥିଲେ ।  ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ପିପିଲି ଅଞ୍ଚଳ ର ସାମ୍ବାଦିକ ରଜତ ରଞ୍ଜନ ଦାସ, ଦିବାକର ଷଡଙ୍ଗୀ ଏବଂ ହେମନ୍ତ କୁମାର ସେଠୀ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଆଭାରାଣୀ ପଣ୍ଡା, ରୁଣୁଝୁଣୁ ମହାନ୍ତି ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।

     B mhopatra
    pipili
     ପିପିଲି ରୁ ବିଜୟ କୁମାର ମହାପାତ୍ର

    Blog Archive

    Popular Posts