Breaking News

ଜଗନ୍ନାଥଙ୍କ ଆଜ୍ଞାମାଳ ଦଶପଲ୍ଲାରେ ପହଞ୍ଚିଲା

ଓଡଗାଁ ---- ଶ୍ରୀକ୍ଷେତ୍ର ତଥା ଜଗନ୍ନାଥଙ୍କ ଠାରୁ ଆଜ୍ଞା ମାଳ ମହାବୀର କ୍ଷେତ୍ର ( ଦଶପଲ୍ଲା)ରେ ପହଞ୍ଚିଲା  । ଦଶପଲ୍ଲାର ରାଜଙ୍କ ନଅରରେ ଦେବୀ ମା କନକ ଦୁର୍ଗାଙ୍କୁ ସମର୍ପଣ କରାଯାଇଛି । ଦୁଇବର୍ଷ ହୋଇଗଲା ଏହି ପରମ୍ପରା ବଜୟା ରହିଛି ।  ବିଗତ ବର୍ଷ ରଥଯାତ୍ରା ପରଦିନ ମାଙ୍କ ପାଇଁ ଆଜ୍ଞା ମାଳ ଆସିଥିବା ବେଳେ ଏ ବର୍ଷ  ଡେରି ହୋଇଯାଇଛି । ଉକ୍ତ ଆଜ୍ଞା ମାଳ ଆସିବା ପରେ ମନ୍ଦିରର ସେବକ ଏହାକୁ ନେଇ ମାଙ୍କୁ ପୂଜାନୀତି କରିବା ପରେ ମାଳ ଚଡାଇଥିଲେ  । ମନ୍ଦିର ପରିଚାଳନା କମିଟି ଜନସାଧାରଣ ଉପସ୍ଥିତ ରହିଥିଲେ  ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts