ଟିଭିରେ ରଥଯାତ୍ରାର ସିଧାପ୍ରସାରଣ ପ୍ରସଙ୍ଗ
ପୁରୀ---- ଟିଭିରେ ରଥଯାତ୍ରାର ସିଧାପ୍ରସାରଣ ପ୍ରସଙ୍ଗ ସବୁ ଗଣମାଧ୍ୟମକୁ ପ୍ରସାରଣ ଅନୁମତି ଦେଲା ଶ୍ରୀମନ୍ଦିର ପ୍ରଶାସନ । କାହାକୁ ବାଦ୍ ଦେବା ନେଇ କୌଣସି ବ୍ୟବସ୍ଥା ନଥିବାରୁ ନିଷ୍ପତ୍ତି ନିଆଯାଇଛି । କେଉଁ ଟିଭି ଚ୍ୟାନେଲ କେତେ ଦେୟ ଦେବେ ତାହା ଦୁଇ ଦିନରେ ନିଆଯିବ ନିଷ୍ପତ୍ତି । ବିଜ୍ଞାପନ ପ୍ରସାରଣ ନକଲେ ଦେୟ ଦେବେନାହିଁ ସଂପୃକ୍ତ ଚ୍ୟାନେଲ । ଗଜପତି ମହାରଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଥିବାର ଜଣାପଡିଛି ।
ଧୀରେନ୍ଦ୍ର ସେନାପତି