Breaking News

ଯୋର ଧରିଲା ଦ୍ୱତୀୟ ଶ୍ରୀକ୍ଷେତ୍ର ପ୍ରସଙ୍ଗ

 ରଣପୁର---ନୟାଗଡ଼ ଜିଲ୍ଲାର ରଣପୁରରେ ଥିବା ଜଗନ୍ନାଥ ମନ୍ଦିର ଓଡ଼ିଶା ପ୍ରସିଦ୍ଧ । ଏହା ବହୁ ପୁରାତନ ଏବଂ ଐତିହ୍ୟ ସମ୍ପନ୍ନ । ରଣପୁରରେ ରଥଯାତ୍ରାରେ ବ୍ୟବହୃତ ରଥ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ରଥଭାବେ ବେଶ ପରିଚିତ । ଲୋକମତରେ ଏହାକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲି ବିବେଚନା କରାଯାଉଥିଲେ ମଧ୍ୟ ସରକାରୀ ସ୍ତରରେ ଏହାକୁ ଅନୁମୋଦନ ଆଜି ପର୍ଯ୍ୟନ୍ତ ମିଳିନାହିଁ । ତେଣୁ ରଣପୁର ଜଗନ୍ନାଥ ମନ୍ଦିରକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ମାନ୍ୟତା ଦେବାପାଇଁ ସରକାରଙ୍କୁ ଦାବିପତ୍ର ମନ୍ଦିର ସେବାୟତ , ଜଗନ୍ନାଥ ପ୍ରେମୀ, ବୁଦ୍ଧଜିବୀ ମାନେ ମିଳିତ ଭାବେ ପ୍ରଦାନ କରିଥିବାର ଜଣାପଡିଛି  ।

 ଓଡଗାଁରୁ ସୁଦୀପ୍ତ ଦଳେଇ

Blog Archive

Popular Posts