Breaking News

ଅତାବିରା ସରସ୍ୱତୀ ଶିଶୁ ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ

ଅତାବିରା ---- ବରଗଡ଼ ଜିଲ୍ଲା ଅତାବିରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟା ମନ୍ଦିର ର ଆଚାର୍ଯ୍ୟ ତ୍ରିବିକ୍ରମ ପଧାନ ଯୋଗଗୁରୁ ଭାବରେ ଯୋଗା ଭ୍ୟାସ କରାଇଥିଲେ । ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଆଚର୍ଯା ଓ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ।
ବରଗଡରୁ ନବୀନ ଦାଶ

Blog Archive

Popular Posts