>>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • ଅଷ୍ଟପ୍ରହରୀ ଓ ନାମ ସଂକୀର୍ତ୍ତନ ଉଦଯାପିତ

     ବରଗଡ ଜିଲ୍ଲାର ଅତାବିରା ଏନଏସି ସ୍ଥିତ ବରଟିକ୍ରାର ବରତଲପଡାରେ ଚାରିଦିନ ଧରି  ଅଷ୍ଟ୍ର ପ୍ରହରୀ ଓ ନାମ ସଂକୀର୍ତ୍ତନ ଉଦ୍ଯାପିତ ହୋଇଯାଇଛି  । ନାମ ସଂକୀର୍ତ୍ତନ ଯଜ୍ଞ୧୩ ତାରିଖରୁ ଆରମ୍ଭ ହୋଇ ରବିବାର ଅର୍ଥାତ ୧୬ ତାରିଖ ଦିନ ସଂଧ୍ୟାରେ ପୂର୍ଣ୍ଣାହୂତି ହୋଇଥିଲା  । ପ୍ରଥମ ଦିବସରେ ମହିଳା ମାନେ ଶିବ ମନ୍ଧିର ସ୍ଥିତ ତଳିବନ୍ଦ ପୋଖରୀରୁ ମାନସିକ କରି ସେଅରତିୟ ବାହ୍ମଣଙ୍କ ଦ୍ୱରା ଅଭିମନ୍ତ୍ରିତ କଳସ ପୂଜା ମଣ୍ଡପ ପର୍ଯ୍ୟନ୍ତ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅଣାଯାଇଥିଲା  । କଳସ ଗୁଡିକ ପୂଜା ମଣ୍ଡପରେ ସ୍ଥାପନ କରାଯିବା ପରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା  । ମକରଧ୍ୱଜ ବାବା ଓ ଧନେଶ୍ୱର ବାବାଙ୍କ ସହିତ ତାଙ୍କ ସାଥୀ ମାନେ ପୂଜା କାର୍ଯ୍ୟ ସମାପନ୍ନ କରିଥିଲେ  । ପୂଜାରେ କର୍ତ୍ତା କର୍ତ୍ତୀ ଭାବେ ବିଜୟ ବାଦୀ ଓସୁଚିତ୍ରା ବାଦୀ ରହିଥିଲେ  । କଂହପଡା, ଆମଷଢ଼ା, ଅଡଗାଁ ଓ ଗ୍ରାମର ଦୁଇ ମଣ୍ଡଳ ସଂକୀର୍ତ୍ତନ ଦଳ ଏଥିରେ ସାମିଲ ହୋଇଥିଲେ  । ଏହି ଅବସରରେ ଗ୍ରାମରେ ଆମିଷ ନିଷେଧ କରାଯାଇଥିଲା  । ଗ୍ରାମରେ ନିଷ୍ଠାର ସହ ନାମ ସଂକୀର୍ତ୍ତନ କରାଯାଇଥିଲା  । ଏଥିଯୋଗୁ ଗ୍ରାମଟି ଉତ୍ସବ ମୁଖର ହୋଇପଡିଥିଲା  ।
    ବରଗଡରୁ ନବୀନ କୁମାର ଦାଶ

    Blog Archive

    Popular Posts