Breaking News

ବିଦ୍ଯାଳୟ ଛାତରୁ ପ୍ଲାଷ୍ଟର ଖସି ୩ଛାତ୍ର ଆହତ

ଝାରସୁଗୁଡ଼ା----  ଲଖନପୁର ଜାମଗାଁ ବିଦ୍ୟାଳୟରେ ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ୫ମ ଶ୍ରେଣୀ ର ୩ ଜଣ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଭୟଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସ୍ଥା ହୋଉଥିବା ଜଣାପଡିଛି ।   ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ ।

Blog Archive

Popular Posts