ପତିତପାବନ ଦେବଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ
ପତିତପାବନ ଦେବଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ
ଡେଲ।ଙ୍ଗ --- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗାମର ପତିତପାବନ ଦେବଙ୍କ ସ୍ନାନ ଯାତ୍ରା ଅନୁଷ୍ଠିିତ ହୋଇଯାଇଛି । ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ସେବାୟତ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ନିଆଯାଇଥିଲା ,ସେଠାରେ ପୂଜକ ମହାପ୍ରଭଙ୍କୁ ସୁବାସିତ ଜଳରେ ସ୍ନାନ କରାଇଥିଲେ । ସ୍ନାନ ମଣ୍ଡପରେ ଠାକୁରଙ୍କୁ ନୂତନ ବସ୍ତ୍ର ପରିଧାନ ପରେ ହାତୀବେଶରେ ଠାକୁରଙ୍କୁ ସଜାଇ ବା ପରେ ସାହଣ ମେଳା ଦର୍ଶନ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବାପାଇଁ ସ୍ଥ।।ନୀୟ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି