Breaking News

ବାଘମାରୀ କଳାପଥର ରାସ୍ତାରେ ଓଲଟିଲା ମାଲବାହୀ ଟ୍ରକ

ବାଘମାରୀ-----ସୂଚନା ଅନୁଯାୟୀ ବିଗବଜାର ସପିଙ୍ଗମଲର ମାଲବୋଝେଇ କରି ଏକ ଟ୍ରକ ବାଘମାରୀ କଣ୍ଟିଲୋ ରାସ୍ତାରେ ଯାଉଥିବା ବେଳେ ଗେଡ଼ିଆପଲ୍ଲୀ ଇଲେକ୍ଟ୍ରି ସବଷ୍ଟେସନ ନିକଟରେ ଭାରସାମ୍ୟ ହରାଇ ରାସ୍ତା କରକୁ ଓଲଟିପଡିଛି । ତେବେ ଗାଡିର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବୈଦେଶର ପୋଲିସ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିଥିବା ଜଣାପଡିଛି ।

Blog Archive

Popular Posts