Breaking News

ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ବର-----ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୩୦ ତାରିଖରେ ବର୍ଷା ସମ୍ଭାବନା  ରହିଛି । ଆବଶ୍ଯକ ସ୍ଥଳେ ୪ ଦିନ ଯାଏଁ ଭିଜିବ ସାରା ଓଡିଶା  । ଉପକୂଳରେ ଅଧିକ ବର୍ଷା ହେବା  ସମ୍ଭାବନା ରହିଛି ।

Blog Archive

Popular Posts