Breaking News

ଯୋଡ଼ାରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର------  ଯୋଡ଼ାରେ ଜଣେ  ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ନାବାଳିକାଙ୍କୁ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇ ଚିକିସ୍ଥାଧୁନ ଅଛନ୍ତି । ଘଟଣାର ପୋଲିସ ତଦନ୍ତ କରି ୫ଜଣଙ୍କୁ ଅଟକ ରଖିଛି ।  ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ାର ଜଣେ ନାବାଳିକା ଗତ ଗୁରୁବାରଠାରୁ ନଖୋଜଥିଲେ । ତେବେ ଗତକାଲି ନାବାଳିକାଙ୍କୁ କିଛି ଯୁବକ ଗଣଦୁଷ୍କର୍ମ କରିଥିବା ଥାନାରେ  ଅଭିଯୋଗ ହୋଇଛି । ଗତ ରାତିରେ ଯୁବକମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ନାବାଳିକାଙ୍କ ପରିବାର ଲୋକ । ଗଣ ଦୁଷ୍କର୍ମ କରିବା ପରେ ଆଜାଦ ବସ୍ତି ନିକଟ ପଡ଼ିଆରେ ନାବାଳିକାକୁ ଅଚେତ୍ ଅବସ୍ଥାରେ ଛାଡି ଚାଲିଯାଇଥିଲେ ଦୁର୍ବୃତ୍ତ । ଅଚେତ୍ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ଯୋଡା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Blog Archive

Popular Posts