Breaking News

ରାସ୍ତା ଉପରେ ଲହଡି ମାରୁଛି ବର୍ଷାଜଳ

 ଭୁବନେଶ୍ୱର--- କଣ୍ଟାପଡା ବ୍ଳକର ଦାମଦର ଦଳିତ ବସ୍ତିର ରାସ୍ତା ଉପରେ ୪ ଫୁଟ ଉଚ୍ଚର ପାଣି ଲହଡି ମାରୁଛି । ସୁଚନାଯୋଗ୍ୟ ଯେ ଉକ୍ତ ଗ୍ରାମରେ କେତେକଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ମତାନ୍ତର ସୃଷ୍ଟ ହୋଇଥିଲା  । ପରେ ପରେ ଗ୍ରାମର ଦାଣ୍ଡରେ ପାଣି ଯିବାକୁ ନେଇ ଉତ୍ତେଜନା ଲାଗି ରହିଛି  । ରାସ୍ତାର ଉଭୟ ପାଣ୍ୱର୍ରେ ପଥର ପକାଯାଇ ବର୍ଷା ପାଣିକୁ ରୋକା ଯାଇଛି । ଯାହାକି ସେ ରାସ୍ତାରେ ଗାଡି ମଟର ଯିବା ଆସିବା କଷ୍ଟକର ହୋଇପଡିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ବର୍ଷା ଦିନ ଆଗରୁ ନଜର ଦେଇ ଏହାର ସମାଧାନ କରିବାକୁ ଜନସାଧାରଣରେ ଦାବି ହେଉଛି ।
କଣ୍ଟାପଡାରୁ  ଲିପନ ପରିଡା

Blog Archive

Popular Posts