Breaking News

ସ୍ୱତନ୍ତ୍ର ରଥଯାତ୍ରାର ସମୀକ୍ଷା ବୈଠକ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ପୁରୀ -- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା -୨୦୧୯ ଅନୁଷ୍ଠିତ ହେବା ପାଇଁ ପୁରୀରେ ଚାଲିଛି ବୈଠକ  । ଶୁକ୍ରବାର ପୂବାହ୍ନରେ ନୀଳାଦ୍ରି ବିହାରି ଦାସ ସମ୍ମଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଠାରୁ ବିଭିନ୍ନ ପଦାଧିକାରୀ ମାନେ ଯୋଗ ଦେଇଥବା ଜଣାପଡିଛି । 
ଧୀରେନ୍ଦ୍ର ସେନାପତି

Blog Archive

Popular Posts