>>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • >>
  • ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ 'ରାତ୍ର ୮ ଟା ପର୍ଯ୍ୟନ୍ତ ଖୋଲା ;ଦଲାଲ ମାନଙ୍କ ଦ୍ୱାରା ପରିଚାଳିତ
  • >>
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶତାୟୁ ଆୟୁଷ ପାଇଁ ୫୬ ଜଣଙ୍କୁ ଛତା ବଣ୍ଟନ
  • >>
  • ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର କୁଳଗୃହ ପ୍ରତିଷ୍ଠା ଓ ସାଙ୍ଗଠନିକ ବୈଠକ
  • ତିନିଦିନ ଧରି ଟିମ ଯାଯାବରରେ ରଜ ମହୋତ୍ସବ ଅନୁଷ୍ଠିତ

    ସାକ୍ଷୀଗୋପାଳ--- ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ନଂ୩୧୬ର ପଟ୍ଟନାୟିକିଆ ଛକ ନିକଟରେ ଥିବା ଟିମ ଯାଯାବର ହୋଟୋଲେ ପରିସରରେ ଓଡିଆ ଘରର ପରମ୍ପରା ରଜ ମହୋତ୍ସବ ତିନିଦିନ ଧରି ପାଳିତ ହୋଇଯାଇଛି  । ରବିବାର ରଜ ମହୋତ୍ସବ ସଂଧ୍ୟାରେ ଉଦ୍ଯାପିତ ହୋଇଯାଇଛି  । ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସହିତ ପୁରୀ ଜଗର୍ନାଥଙ୍କୁ ଦର୍ଶନ କରି ଫେରିବା ବାଟରେ ଏହି ହୋଟୋଲେରେ ଯାତ୍ରୀ ମାନେ ରଜ ପର୍ବର ମଜା ଉଠାଇଥିଲେ  । ବିଶେଷ କରି ରଜ ଦୋଳିକୁ ସଜ୍ଜା ଯାଇଥିଲା  । ଏହା ସହିତ ଓଡିଆ ଘରର ପିଠା ପୋଡପିଠା, ମଣ୍ଡା, କାକେରା, ଇଟିଲି, ଚକୁଳି ଆଦି ପିଠା ପ୍ରଦର୍ଶିତ କରାଯାଇଥିଲା  । ଯାହା ଫଳରେକି ବାହାର ରାଜ୍ୟର ଲୋକମାନେ ଓଡିଶା ରାଜ୍ୟର ପରମ୍ପରା ବିସୟରେ ଜାଣିବାର ଏକ ସୁଯୋଗ ଯାଯାବର ସୃଷ୍ଟି କରି ଆସୁଛି ବୋଲି ପୁରୀ ଜିଲ୍ଲାରେ ବେଶ ଆଲେଚନାର ବିସୟ ହୋଇଛି  । ଏହା ସହିତ ରଙ୍ଗ ବେରଙ୍ଗ ଆଲୋକମାଳରେ ହୋଟୋଲକୁ ସଜ୍ଜିତ କରାଯାଇଥିଲା  ।
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



    Blog Archive

    Popular Posts