Breaking News

>>
  • ବର୍ଷ ତମାମ ଗଲା କେନାଲ ସଫା ହେଲାନାହିଁ ; ବର୍ଷା ଦିନେ କେନାଲ ସଫାକାର୍ଯ୍ୟ ଚାଲିଛି
  • >>
  • ଛଅ ପ୍ରାଣି କୁଟୁମ୍ବ ଧରି ଦିଜରାଜ ପଲିଥିନି ତଳେ ; ଆବାସ ଯୋଜନା ମିଳିବ କେବେ
  • >>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲ , ଜଳଖିଆ ଓ ଫଳ ଦେକାନିଙ୍କୁ ସଚେତନତା କରାଗଲା

     ସାକ୍ଷୀଗୋପାଳ--- ଫାନି ବାତ୍ୟା  ପରେ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଛି  । ଜିଲ୍ଲାରେ ଝାଡା ବାନ୍ତି ରୋଗ ରୋକିବା ପାଇଁ ପ୍ରାଥମିକ ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି  ।  ସତ୍ୟବାଦୀ ଅଞ୍ଚଳରେ ଝାଡାବାନ୍ତି ବ୍ୟପିବାରେ ଲାଗିଛି  । ପ୍ରତିଦିନ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଡୁଛି । କମିଶନର ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ଓ ଫାମିଲ ୱଲେଫେୟାର ବିଭାଗ ଭୁବନେଶ୍ୱରର ବୀରେନ୍ଦ୍ର କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ ସାକ୍ଷୀଗୋପାଳ ବଜାରରେ ଥିବା ବିଭିନ୍ନ ହୋଟେଲ, ଜଳଖିଆ ଦେକାନ ଓ ଫଳ ବିକ୍ରୟ କରିଥିବା ଦେକାନୀ ମାନଙ୍କୁ ସଚେତନତା କରାଇଛନ୍ତି ।  ଏହି ଯାଞ୍ଚ ସମୟରେ ମାଛି , ଜନ୍ଦା, ମହୁମାଛି ମରିକି ପଡିଥିବା ଦେଖିବାକୁ ମିଳିଥିଲା  । ଅଧିକାରୀ ମାନଙ୍କୁ ଦେକାନୀଙ୍କୁ ଏପରି ଖାଦ୍ୟ ବିକ୍ରୟ ନ କରିବା, ଖାଦ୍ୟକୁ ମାଛି ମାନଙ୍କ ଠାରୁ ଦୂରେଇ ରଖିôବା ଆଦି ସମ୍ପର୍କେ ସଚେତନତା କରାଇଥିବାର ଦେଖାଯାଇଥିଲା  । ଆଗକୁ ଯୋରସୋର ଚେକିଂ କରାଯିବ ଆବଶ୍ୟକ ସ୍ଥଳେ ଫାଇନି ସହ ବ୍ୟବସାୟୀ ମାନଙ୍କ ନାମରେ କେସ କରାଯିବ ବୋଲି ଜଣାପଡିଛି ।
     ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts