ଘର ମରାମତି ବେଳେ କାନ୍ଥ ଓଲଟିଲା : ୨ମୃତ୍ଯୁ
ଯାଜପୁର ---- ଯାଜପୁର ଜିଲ୍ଲା କୁଆଖିଆ
ବାଲିପାଟଣାରେ ଅଭାବନୀୟ ଘଟଣା ଘଟିଯାଇଛି । ଘର ମରାମତି ଚାଲିଥିବା ବେଳେ କାନ୍ଥ ଭୁଷୁଡି ଘର ମାଲିକ ଓ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।